Breaking PLUSଓଡ଼ିଶାମୁଖ୍ୟ ଖବର
ସିମେଣ୍ଟ କମ୍ପାନୀକୁ ଧସେଇ ପଶିଲେ ଲୋକେ

ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ କମ୍ପାନୀ ରେ ଧସେଇ ହୋଇ ଲୋକେ ପସିଛନ୍ତି |ସୂଚନାମୁତାବକ କାଲି ଷ୍ଟକ ରଖାଯାଉଥିବା କୋଇଲା ହପର ଭୁଷୁଡି ପଡ଼ିଯାଇଥିଲା, ଚାପି ହୋଇ ରହିଛନ୍ତି ୩ ଜଣ ଶ୍ରମିକ |୧୫ ଘଣ୍ଟାରୁ ଅଧିକ ସମୟ ପରେ ବି କିଛି ଖବର ନପାଇବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଆତ୍ମୀୟ ଲୋକେ |କୌଣସି ଖବର ନପାଇବାରୁ କମ୍ପାନୀ ମଧ୍ୟକୁ ଧସେଇ ହୋଇ ପଶିଲେ ସମ୍ପର୍କୀୟମାନେ |