Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ LOCରେ ଉତ୍ତେଜନା ଦେଖାଦେଇଛି। ଏପରିକି ପାକିସ୍ତାନୀ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।ସହିଦ ସିପାହୀ ରାଜସ୍ଥାନ ଯୋଧପୁରର ଲକ୍ଷ୍ମଣ ବୋଲି ଜଣାପଡ଼ିଛି ।

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ LOCରେ ଉତ୍ତେଜନା ଦେଖାଦେଇଛି। ଏପରିକି ପାକିସ୍ତାନୀ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।ସହିଦ ସିପାହୀ ରାଜସ୍ଥାନ ଯୋଧପୁରର ଲକ୍ଷ୍ମଣ ବୋଲି ଜଣାପଡ଼ିଛି ।

ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତବିରତି ଉଲ୍ଲଂଘନ ଯୋଗୁ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୀମାରେ ପାକିସ୍ତାନ ସେନା ପ୍ରଥମେ ଗୁଳି ଚାଳନା କରିଥିଲେ । ଭାରତୀୟ ଯବାନ ମାନଙ୍କ ପକ୍ଷରୁ ମଧ୍ୟ ପାକିସ୍ତାନର ଏଭଳି କାମର କଡ଼ା ମୁକାବିଲା କରା ଯାଇଥିଲା । ହେଲେ ଏହି ସମୟରେ ଯବାନ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Show More

Related Articles

Back to top button