Breaking PLUSଓଡ଼ିଶାମୁଖ୍ୟ ଖବର

ଅପରେସନ୍ ହ୍ଵାଇଟ୍ ସ୍ପାଇଡରକୁ ସଫଳତା

ଏପର୍ଯ୍ୟନ୍ତ ଗିରଫ ହେଲେଣି ୨୦ ଜଣ

ଅପରେସନ ହ୍ଵାଇଟ୍ ସ୍ପାଇଡ଼ରକୁ ସଫଳତା । ଖାରବେଳ ନଗର ଅଂଚଳରେ ଜଣେ ନିଶା ବେପାରୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ନିଶା ବେପାରୀଙ୍କଠୁ ୩୩ ହଜାର ଟଙ୍କା ଜବତ କରିଛି ପୋଲିସ ।

ସେପଟେ ଜଟଣୀ ଇନ୍ଫୋଭେଲି ଅଂଚଳରେ ୨ ବେପାରୀ ଗିରଫ କରିଛି ପୋଲିସ । ବେପାରୀଙ୍କଠୁ ୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଅପରେସନ ହ୍ଵାଇଟ ସ୍ପାଇଡ଼ର ଜରିଆରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

Show More

Related Articles

Back to top button