ଦେଶ ବିଦେଶ

ରବିବାରରେ ସୂର୍ଯ୍ୟ ପୂଜା ସହିତ ଏହି ବସ୍ତୁ ଉପାୟକୁ ଅବଲମ୍ବନ କଲେ ଆପଣଙ୍କର ହେବ ଉନ୍ନତି

ବାସ୍ତୁଶାସ୍ତ୍ରକୁ ଅନେକ ମହତ୍ୱ ଦିଆଯାଇଥାଏ ହିନ୍ଦୁ ଧର୍ମରେ l ତା ସହିତ କୁହାଯାଏ ଯେ ଘରର ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଏହି ଵାସ୍ତୁ ଉପରେ ନିର୍ଭର କରିଥାଏ l ବିଭିନ୍ନ ବାରକୁ ନେଇ ମଧ୍ୟ ଵାସ୍ତୁର ମହତ୍ୱ ରହିଛି l ସପ୍ତାହକ ସାତଦିନ ଯେପରି ବିଭିନ୍ନ ଦେବଦେବୀଙ୍କ ଉପରେ ଆଧାରିତ ସେହିଭଳି ଵାସ୍ତୁର ମହତ୍ୱ ମଧ୍ୟ ବିଭିନ୍ନ ବାରକୁ ନେଇ ରହିଛି

ରବିବାର ଦିନ ଯେଭଳି ସୂର୍ଯ୍ୟ ପୂଜାର ମହତ୍ୱ ରହିଛି ସେହିଭଳି ବାସ୍ତୁଶାସ୍ତ୍ରର ମଧ୍ୟ ମହତ୍ୱ ରହିଛି l ରବିବାରଦିନ ଏପରି କିଛି କାର୍ଯ୍ୟ କରିବା ଆବଶ୍ୟକ ଯାହା ଵାସ୍ତୁ ଦୃଷ୍ଟିରୁ ଉତ୍ତମ ଅଟେ l

*ରବିବାରଦିନ ମାଟିରେ ପ୍ରସ୍ତୁତ କଲସରୁ ବିଶେଷ ଲାଭ ମିଳିଥାଏ l ଏହିଦିନ ମାଟିର କଳସରେ ଜଳ ଭରି ଘରର ପୂର୍ବ ଦିଗରେ ରଖିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ l ଏହିଦିନ ସୂର୍ଯ୍ୟଙ୍କୁ ମଧ୍ୟ ମାଟିର କଳସୀରେ ଜଳ ଅର୍ପଣ କରିବା ଆବଶ୍ୟକ l

* ଏହିଦିନ ସର୍ବ ପ୍ରଥମେ ମାଟିର କଳସୀରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ତାହାକୁ ନେଇ ପୂର୍ବ ଦିଗରେ ସ୍ଥାପନl କରନ୍ତୁ l ଏହି ପାଣି ଘଡି ନିକଟରେ ଗୋଟିଏ ଦ୍ବୀପ ମଧ୍ୟ ପ୍ରଜ୍ବଳିତ କରନ୍ତୁ l ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଘରର ନକରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ଯଦି ଆପଣ ଉତ୍ତର ଦିଗରେ ମାଟିର କଳସି ସ୍ଥାପନା କରିବେ ଏହାଦ୍ୱାରା ଆପଣଙ୍କୁ ବରୁଣ ଦେବଙ୍କ ଆଶୀର୍ବାଦ ମିଳିବ l ଆପଣଙ୍କୁ କୌଣସି ପ୍ରକାରର ଶତ୍ରୁ ଭୟ ରହିବ ନାହିଁ l

* ଯଦି ଆମେ ଉତ୍ତର ଦିଗରେ କଳସ ସ୍ଥାପନା କରିବା ତେବେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ lବାସ୍ତୁଶାସ୍ତ୍ରକୁ ଅନେକ ମହତ୍ୱ ଦିଆଯାଇଥାଏ ହିନ୍ଦୁ ଧର୍ମରେ l ତା ସହିତ କୁହାଯାଏ ଯେ ଘରର ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଏହି ଵାସ୍ତୁ ଉପରେ ନିର୍ଭର କରିଥାଏ l ବିଭିନ୍ନ ବାରକୁ ନେଇ ମଧ୍ୟ ଵାସ୍ତୁର ମହତ୍ୱ ରହିଛି l ସପ୍ତାହକ ସାତଦିନ ଯେପରି ବିଭିନ୍ନ ଦେବଦେବୀଙ୍କ ଉପରେ ଆଧାରିତ ସେହିଭଳି ଵାସ୍ତୁର ମହତ୍ୱ ମଧ୍ୟ ବିଭିନ୍ନ ବାରକୁ ନେଇ ରହିଛି l ରବିବାର ଦିନ ଯେଭଳି ସୂର୍ଯ୍ୟ ପୂଜାର ମହତ୍ୱ ରହିଛି ସେହିଭଳି ବାସ୍ତୁଶାସ୍ତ୍ରର ମଧ୍ୟ ମହତ୍ୱ ରହିଛି l ରବିବାରଦିନ ଏପରି କିଛି କାର୍ଯ୍ୟ କରିବା ଆବଶ୍ୟକ ଯାହା ଵାସ୍ତୁ ଦୃଷ୍ଟିରୁ ଉତ୍ତମ ଅଟେ l

*ରବିବାରଦିନ ମାଟିରେ ପ୍ରସ୍ତୁତ କଲସରୁ ବିଶେଷ ଲାଭ ମିଳିଥାଏ l ଏହିଦିନ ମାଟିର କଳସରେ ଜଳ ଭରି ଘରର ପୂର୍ବ ଦିଗରେ ରଖିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ l ଏହିଦିନ ସୂର୍ଯ୍ୟଙ୍କୁ ମଧ୍ୟ ମାଟିର କଳସୀରେ ଜଳ ଅର୍ପଣ କରିବା ଆବଶ୍ୟକ l

* ଏହିଦିନ ସର୍ବ ପ୍ରଥମେ ମାଟିର କଳସୀରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ତାହାକୁ ନେଇ ପୂର୍ବ ଦିଗରେ ସ୍ଥାପନl କରନ୍ତୁ l ଏହି ପାଣି ଘଡି ନିକଟରେ ଗୋଟିଏ ଦ୍ବୀପ ମଧ୍ୟ ପ୍ରଜ୍ବଳିତ କରନ୍ତୁ l ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଘରର ନକରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ଯଦି ଆପଣ ଉତ୍ତର ଦିଗରେ ମାଟିର କଳସି ସ୍ଥାପନା କରିବେ ଏହାଦ୍ୱାରା ଆପଣଙ୍କୁ ବରୁଣ ଦେବଙ୍କ ଆଶୀର୍ବାଦ ମିଳିବ l ଆପଣଙ୍କୁ କୌଣସି ପ୍ରକାରର ଶତ୍ରୁ ଭୟ ରହିବ ନାହିଁ l

* ଯଦି ଆମେ ଉତ୍ତର ଦିଗରେ କଳସ ସ୍ଥାପନା କରିବା ତେବେ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

Show More

Related Articles

Back to top button