Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୧୦୬୪୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୫୯୬୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୬୮୪ ଜଣ ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟରେ ଆଉ ୧୦୬୪୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୫୯୬୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୬୮୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୫୭, ବାଲେଶ୍ୱରରେ ୫୦୩, ବରଗଡ଼ରେ ୩୯୧, ଭଦ୍ରକରେ ୨୧୬, ବଲାଙ୍ଗୀରରେ ୧୯୮, ବୌଦ୍ଧରେ ୨୩୨, କଟକରେ ୯୩୦, ଦେବଗଡ଼ରେ ୧୧୨, ଢେଙ୍କାନାଳରେ ୨୨୦, ଗଜପତିରେ ୧୦୪, ଗଞ୍ଜାମରେ ୨୪୫, ଜଗତସିଂହପୁରରେ ୨୭୮, ଯାଜପୁରରେ ୩୦୭, ଝାରସୁଗୁଡ଼ାରେ ୩୬୮, କଳାହାଣ୍ଡିରେ ୨୬୩, କନ୍ଧମାଳରେ ୬୯, କେନ୍ଦ୍ରାପଡ଼ାରେ ୧୮୫, କେନ୍ଦୁଝରରେ ୧୭୫, ଖୋର୍ଦ୍ଧାରେ ୧୫୫୭, କୋରାପୁଟରେ ୧୬୪, ମାଲକାନାଗିରିରେ ୪୮, ମୟୂରଭଞ୍ଜରେ ୪୦୪, ନବରଙ୍ଗପୁରରେ ୨୦୭, ନୟାଗଡ଼ରେ ୩୫୭, ନୂଆପଡ଼ାରେ ୩୩୧, ପୁରୀରେ ୩୩୫, ରାୟଗଡ଼ାରେ ୧୬୩, ସମ୍ବଲପୁରରେ ୪୯୪, ସୋନପୁରରେ ୧୯୫, ସୁନ୍ଦରଗଡ଼ରେ ୭୭୪ ଓ ରାଜ୍ୟ ପୁଲରେ ୨୬୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

Show More

Related Articles

Back to top button