Breaking PLUSଓଡ଼ିଶାମୁଖ୍ୟ ଖବର

ଡକାଗଲା ଜରୁରୀ କ୍ୟାବିନେଟ ବୈଠକ, ହୋଇପାରେ କିଛି ବଡ ଘୋଷଣା

ରାଜ୍ୟ ସରକାର ଏକ ଜରୁରୀ କାଳିନ କ୍ୟାବିନେଟ ବୈଠକ ଡାକିଛନ୍ତି। ଗତକାଲି ରାତିରେ ଏ ନେଇ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଖବର ଦିଆଯାଇଛି। ହେଲେ ମନ୍ତ୍ରୀମାନଙ୍କୁ ଏ ନେଇ କୌଣସି ସୂଚାନ ଦିଆଯାଇ ନାହିଁ। ତେବେ ହଠାତ ଏପରି ବୈଠକ ଡାକିବା ନେଇ ବିଭିନ୍ନ ମହଲରେ ଉତ୍ସୁକୁତା ପ୍ରକାଶ ପାଇଛି।

ରାଜ୍ୟ ସରକାର ଏକ ଜରୁରୀ କାଳିନ କ୍ୟାବିନେଟ ବୈଠକ ଡାକିଛନ୍ତି। ଗତକାଲି ରାତିରେ ଏ ନେଇ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଖବର ଦିଆଯାଇଛି। ହେଲେ ମନ୍ତ୍ରୀମାନଙ୍କୁ ଏ ନେଇ କୌଣସି ସୂଚାନ ଦିଆଯାଇ ନାହିଁ। ତେବେ ହଠାତ ଏପରି ବୈଠକ ଡାକିବା ନେଇ ବିଭିନ୍ନ ମହଲରେ ଉତ୍ସୁକୁତା ପ୍ରକାଶ ପାଇଛି। ଏପରି ବୈଠକ ଡକାଯାଇଛି ଅର୍ଥ ରାଜ୍ୟ ସରକାର ଏକ ବଡ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଅପରାହ୍ନ 5 ଟାରେ ଏହି ବୈଠକ ବସିବ। ପୂର୍ବପରି ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଭିଡିଓ କଂନଫ୍ରେସିଂରେ ରହିବେ। ସେହିପରି ସଚିବାଳୟରେ ଏବଂ ଜିଲ୍ଲାପାଳଙ୍କ ଅଫିସରେ କେତେକ ମନ୍ତ୍ରୀ ରହି ଏହି ବୈଠକେ ଯୋଗଦେବେ। ଏହି ବୈଠକ ପରେ ମୁଖ୍ୟଶାସନ ସଚିବ ବିସ୍ତୁତ ବିବରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିବେ।

Show More

Related Articles

Back to top button