Breaking PLUSଓଡ଼ିଶାମୁଖ୍ୟ ଖବର

ହଟିଲା କଟକଣା, ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା ଟେଷ୍ଟ ରିପୋର୍ଟ

କରୋନା ମହାମାରୀ ପାଇଁ ଓଡ଼ିଶା ଆସିବା ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରୁ କଟକଣା ହଟାଇ ଦିଆଯାଇଛି । ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା ଟେଷ୍ଟ ରିପୋର୍ଟ ।

କରୋନା ମହାମାରୀ ପାଇଁ ଓଡ଼ିଶା ଆସିବା ପାଇଁ ଅନେକ କଟକଣା ଲାଗୁ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଉପରୁ କଟକଣା ହଟାଇ ଦିଆଯାଇଛି । ଏଣିକି ଓଡ଼ିଶା ଆସିବା ପାଇଁ ଦରକାର ପଡ଼ିବ ନାହିଁ କରୋନା ଟେଷ୍ଟ ରିପୋର୍ଟ । ଏହାବ୍ୟତୀତ ଆଣ୍ଟିଜେନ୍ କିମ୍ବା ଆରଟିପିସିଆର୍ ରିପୋର୍ଟ କି ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Show More

Related Articles

Back to top button