Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଜାଭେଲିନ ଫାଇନାଲରେ ନୀରଜ, କୁସ୍ତି ସେମିଫାଇନାଲରେ ରବି, ଦୀପକ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ଆଜି ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି । ରବି ଦାହିୟା ଓ ଦୀପକ ପୁନିଆ ଯଥାକ୍ରମେ ୫୭ ଓ ୮୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି । ରବି ବୁଲଗେରିଆର ଜର୍ଜି ଭାଙ୍ଗଲୋଭଙ୍କୁ ୧୪-୪ରେ ଏବଂ ଦୀପକ ଚୀନର ଜଶେନ ଲିନଙ୍କୁ ୬-୩ରେ ମାତ ଦେଇଥିଲେ ।

ସୂଚନାଯୋଗ୍ୟ, ରେସଲିଂରେ ଭାରତ ଅଲିମ୍ପିକ୍ସରେ ଓଭରାଲ ୫ ପଦକ ହାସଲ କରିଛି । ପୂର୍ବରୁ ପୁରୁଷ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି । ସେ ୮୬.୬୫ ମିଟର ଥ୍ରୋ କରି ପଦକ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି ।

Show More

Related Articles

Back to top button