Breaking PLUSଦେଶବଲିଉଡମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଆଉ ନାହାଁନ୍ତି ନଟୁ କାକା

ଅଭିନେତା ଘନଶ୍ୟାମ ନାୟକଙ୍କ ପରଲୋକ

”ତାରକ ମେହତାଙ୍କ ଉଲଟା ଚଷମା” କମେଡି ସିରିୟଲର ଲୋକପ୍ରିୟ କଳାକାର ନଟୁ କାକା ଭୁମିକାରେ ଅଭିନୟ କରିଥିବା ଘନଶ୍ୟାମ ନାୟକଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ସିରିଏଲର କଳାକାରଙ୍କ ସହ ପ୍ରଡ୍ୟୁସର ଅସିତ ମୋଦି ଏ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

୧୯୬୦ରେ ମାସୁମରେ ସେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଶେଷରେ ଏହି ଟିଭି ସିରିୟଲ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

Show More

Related Articles

Back to top button