ବଲିଉଡସେଲିବ୍ରିଟି

କଙ୍ଗନାଙ୍କୁ ସମ୍ମାନିତ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ବଲିଉଡ କ୍ୱିନ୍ କଙ୍ଗନା ରଣାୱତଙ୍କୁ ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରିଛନ୍ତି । “ମଣିକର୍ଣ୍ଣିକା” ଏବଂ “ପଙ୍ଗା” ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିବା କଙ୍ଗନା ଚତୁର୍ଥ ଜାତୀୟ ପୁରସ୍କାର ପାଇବା ପରେ ତାଙ୍କ ବାପା-ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କଙ୍ଗନା ପୂର୍ବରୁ ୨୦୦୮ ରେ ‘ଫ୍ୟାଶନ୍’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ, ୨୦୧୫ ରେ ‘ତନୁ ୱେଡସ୍ ମନୁ ରିଟର୍ନସ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ, ୨୦୧୪ ରେ ‘କ୍ୱିନ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ବର୍ତ୍ତମାନ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। । ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀମାନଙ୍କ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Show More

Related Articles

Back to top button