ଦେଶ

ଲଗାତାର ତୃତୀୟ ବର୍ଷ ମୁମ୍ବାଇରେ ରେକର୍ଡ ହେଲା ୩ହଜାର ମିଲିମିଟରୁ ଅଧିକ ବର୍ଷା

ଆହୁରି ମଧ୍ୟ ବର୍ଷିବ

ମୌସୁମୀରେ ମୁମ୍ବାଇରେ ଲଗାତାର ୩ ବର୍ଷ ହେବ ୩ ହଜାର ମିଲିଲିଟର ରୁ ଉର୍ଦ୍ଧ୍ୱ ବର୍ଷା ରେକର୍ଡ କରାଯାଉଛି । ଗତ ସୋମବାର ହୋଇଥିବା ଭୀଷଣ ବର୍ଷା ଯୋଗୁଁ ଏହି ଲକ୍ଷ୍ୟ ପୂରଣ ହୋଇଛି । ଆଇଏମଡି ସାନ୍ତାକ୍ରୁଜଙ୍କ ଅନୁସାରେ ସୋମବାର ବର୍ଷା ପରେ ଋତୁର ୩୦୩୬.୩ ମିମି ରେକର୍ଡ ପୂରଣ ହୋଇଛି । ଗତବର୍ଷ ଏହି ସମୟ ସୁଦ୍ଧା ମୁମ୍ବାଇରେ ମୋଟ ୩ହଜାର ୬୮୧ ମିମି ବର୍ଷା ହୋଇଥିଲା । ଏହା ପୂର୍ବବର୍ଷ ମଧ୍ୟ ୩ହଜାର ୬୩୫.୫ମିମି ବର୍ଷା ହୋଇଥିଲା ।

Show More

Related Articles

Back to top button