Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ଅଧିକାରୀ । ଦୁଇଟି ମତ୍ସ୍ୟ ପ୍ରକଳ୍ପ ମଞ୍ଜୁର ପ୍ରଦାନ ପାଇଁ ନେଉଥିଲେ ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ । ନଗଦ ୧ଲକ୍ଷ ୧୦ହଜାର ଟଙ୍କା ସହ ସରକାରୀ ବାସଭବନରୁ ଗିରଫ ମତ୍ସ୍ୟ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ ।

ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡ଼େଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ନଗଦ ୧ଲକ୍ଷ ୧୦ହଜାର ଟଙ୍କା ସହିତ ବାରିପଦା ଭିଜିଲାନ୍ସର ଏକ ଟିମ୍ ସୁରେନ୍ଦ୍ର କୁମାର ଘଡ଼େଇଙ୍କୁ ତାଙ୍କ ବାସଭବନରେ ଧରିଥିଲେ । ବାରିପଦା ସହରର ଧ୍ରୁଜଟି ଦାସଙ୍କ ନିକଟରୁ ବାୟୋଫ୍ଲକ୍ ଏବଂ ଅନ୍ୟ ଏକ ଯୋଜନାରେ ଦୁଇଟି ମତ୍ସ୍ୟ ପ୍ରକଳ୍ପ ମଞ୍ଜୁର କରିବା ନିମନ୍ତେ ୧ଲକ୍ଷ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ।

Show More

Related Articles

Back to top button