Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଜାପୁରରୁ ଅପହୃତ ଯବାନ ମୁରଲି ତାତିଙ୍କୁ ହତ୍ୟା କଲେ ମାଓବାଦୀ

ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ । ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ଛତିଶଗଡ଼ ବିଜାପୁରରୁ ଅପହୃତ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ଏକ ଚିଠିରେ ଉଲ୍ଲେଖ ରହିଛି।

ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ । ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି । ଛତିଶଗଡ଼ ବିଜାପୁରରୁ ଅପହୃତ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ଏକ ଚିଠିରେ ଉଲ୍ଲେଖ ରହିଛି।

ଜଗଦଲପୁରରେ କାର୍ଯ୍ୟରତ ଥିଲେ ଏସଆଇ ମୁରଲି ତାତି । ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଆସିଥିଲେ । ଗତ ୨୧ ତାରିଖ ଦିନ ଗାଁ ନିକଟକୁ ମେଳା ଦେଖିବା ପାଇଁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହପଣ କରି ନେଇଥିଲେ । ତିନ ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

Show More

Related Articles

Back to top button