Breaking PLUSଓଡ଼ିଶାମୁଖ୍ୟ ଖବର

ମାଆକୁ କଟୁରୀରେ ହାଣି ମାରିଲା ମଦ୍ୟପ ପୁଅ

ମାଆକୁ ମାରିଲା ପୁଅ। ମଦ ପିଇ ନିଶାଶକ୍ତ ଅବସ୍ଥାରେ ମାଆକୁ କଟୁରୀରେ ହାଣି ମାରିଲା ପୁଅ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲରକ ମିରିପୁର ଖଇରା ଗାଁରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ସିଅଳ ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ କୈାଣସି କାରଣକୁ ନେଇ ମାଆଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ କଟୁରୀରେ ମାଆ, ବାପା ଓ ଭଉଣୀକୁ ଆକ୍ରମଣ କରିଥିଲା। ବାପା ଓ ଭଉଣୀ ଭୟବୀତ ହୋଇ ଘର ବାହାରକୁ ପଳାଇ ଆସିଥିବାବେଳେ ଜଗବନ୍ଧୁ ଆକ୍ରମଣରେ ମାଆଙ୍କ ଘଟଣାସ୍ଥଳରେ ମୃତ୍ୟୃୁ ହୋଇଥିଲା। ଖଇରା ପୋଲିସ ଘଟମା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Show More

Related Articles

Back to top button