Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ମହିଳା ବକ୍ସର ଲଭଲିନା

ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକଠାରୁ ପାଦେ ଦୂରରେ ମହିଳା ବକ୍ସର ଲଭଲିନା ବୋରଗୋହେନ । ୬୪-୬୯ କିଲୋ ବର୍ଗ କ୍ୱାର୍ଟର ଫାଇନାଲରେ ତାଇପେଇର ପୂର୍ବତନ ବିଶ୍ୱ ଚାମ୍ପିଅନ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଲଭଲିନା । ତାଙ୍କ ପାଖରୁ ଆଜି ପଦକ ଆଶା କରିଛି ଭାରତ ।

ସେମିଫାଇନାଲ୍ ଯାଇଥିବାରୁ ଲଭଲିନା ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବେ । ଏଭଳି ହେଲେ ମୀରାବାଇ ଚାନୁଙ୍କ ପରେ ଲଭଲିନା ଭାରତକୁ ଭେଟିଦେବେ ଦ୍ୱିତୀୟ ଅଲିମ୍ପିକ୍ସ ପଦକ ।

ଅଲିମ୍ପିକ୍ସ ପଦକ ଜିତିବାରେ ଲଭଲିନା ହେବେ ବୀଜେନ୍ଦ୍ର ସିଂହ ଓ ମେରି କମଙ୍କ ପରେ ତୃତୀୟ ଭାରତୀୟ କୁସ୍ତିଯୋଦ୍ଧା । ପୂର୍ବରୁ ୨୦୦୮ ଅଲିମ୍ପିକ୍ସରେ ବାଜେନ୍ଦ୍ର ସିଂହ ଓ ୨୦୧୨ରେ ମେରି କମ୍ ବ୍ରୋଞ୍ଜ ପଦକ ଜିତିଥିଲେ ।

Show More

Related Articles

Back to top button