ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନରେ କୌଣସି ଆଶା ଉତ୍ପନ୍ନ ହେବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି।

ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି ଜିନିଷ କିଣିବାରେ ବିଳମ୍ବ ହୋଇପାରେ। କର୍ମଜୀବୀ ମହିଳାଙ୍କ ଲାଗି ଭଲ ଦିନଟିଏ। ବିଲ୍‍ଡର୍ସଙ୍କୁ ଅଚାନକ ଧନଲାଭ ହେବ

ମିଥୁନ: ଠିକ୍‌ ଦିଗରେ କାମ କରି ଅଧିକାଂଶ ସମସ୍ୟାର ସମାଧାନ କରିନେବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପିଲାମାନଙ୍କ ସହିତ ସହରକୁ ଜିନିଷ କିଣିବାକୁ ଯିବେ।

କର୍କଟ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହିତ ଧାର୍ମିକ କାମରେ ମନୋଯୋଗ ଦେବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ।

ସି˚ହ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ବ୍ୟବସାୟରେ ଲାଗିଥିବା ପୁଞ୍ଜିରୁ ଲାଭ ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ହୃଦୟର କଥା କହିବେ।

କନ୍ୟା: ମାତାପିତାଙ୍କ ଆଶୀର୍ବାଦରୁ ନିଜ କାମରେ ସଫଳ ହେବେ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

ତୁଳା: କ୍ୟାରିୟରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ପାଖ ଲୋକଙ୍କ ମାଧୢମରେ ଲାଭ ପାଇବେ। ରାଜନୀତଜ୍ଞଙ୍କ ଲାଗି ଭଲ ଦିନଟିଏ।

ବିଛା: ନିଜର ପରିସର ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଛାତ୍ର ଭଲ ଖବର ଶୁଣିବେ।

ଧନୁ: ବ୍ୟବସାୟରେ ସବୁକିଛି ଭଲ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ।

ମକର: ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ।

କୁମ୍ଭ: ଆପଣଙ୍କ ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। ସମସ୍ତଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବେକାରଙ୍କୁ ରୋଜଗାର ମିଳିବ।

ମୀନ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ।

Show More

Related Articles

Back to top button