Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ପଜିଟିଭ, ଟ୍ୱିଟ୍ କରି ଦେଲେ ସୂଚନା

ବିଜେପିର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ପ୍ରଦୀପ୍ତ କୁମାର ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତୀୟ ଜନତା ଦଳର ବରିଷ୍ଠ ନେତା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ବିଜେପିର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ପ୍ରଦୀପ୍ତ କୁମାର ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତୀୟ ଜନତା ଦଳର ବରିଷ୍ଠ ନେତା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

କରୋନା ପାଇଁ ବାରମ୍ବାର ପରୀକ୍ଷା କରାଇବା ପରେ ମୋର ରିପୋର୍ଟ ପଜିଟିଭ ଆସିଛି । ଯେଉଁମାନେ ଗତ କିଛିଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଛନ୍ତି ସେମାନେ ଦୟାକରି ନିଜର କରୋନା ପରୀକ୍ଷା କରାଇବା ସହ ସଙ୍ଗରୋଧରେ ରୁହନ୍ତୁ ବୋଲି ସେ ଟ୍ବିଟ କରି ନିବେଦନ କରିଛନ୍ତି ।

Show More

Related Articles

Back to top button