ମନୋରଞ୍ଜନ

ବିରାଟ କୋହଲିଙ୍କ ଫଟୋ ପୋଷ୍ଟ କଲେ ଜନ୍ ସିନା

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଜନ୍ ସିନା ନିଜ ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫଟୋ ପୋଷ୍ଟ୍ କରିଛନ୍ତି

ଏହାପରେ ବିରାଟଙ୍କ ପ୍ରଶଂସକମାନେ ହଜାର ହଜାର ସଂଖ୍ୟାରେ ପୋଷ୍ଟରେ କମେଣ୍ଟ ଦେଇଛନ୍ତି । ଜମେ ପ୍ରଶଂସକ ଲେଖିଛନ୍ତି ଯେ, ଜନସିନା ୨୦୨୧ ବିଶ୍ୱକପରେ ଭାରତକୁ ସମର୍ଥନ କରିବେ । ଆଉ କେହି କୋଭିଡ-୧୯ର ଅନ୍ତ ହେବ ବୋଲି ଲେଖିଛନ୍ତି ।ଆଉ କେହି ଫ୍ୟାନ୍ ବିରାଟଙ୍କ ରେକର୍ଡର ପ୍ରଶଂସା ମଧ୍ୟ କରିଛନ୍ତି ।

ସିନାଙ୍କ ଏହି ପୋଷ୍ଟ ମାତ୍ର ଏକ ଘଣ୍ଟା ମଧ୍ୟରେ ହିଁ ଭାଇରାଲ ହେବା ସହ ଲକ୍ଷ ଲକ୍ଷ ୟୁଜର ଲାଇକ୍ କରିଥିଲେ ।ଏହାପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଜନ୍ ସିନା ଅନେକ ଭାରତୀୟ ସେଲିବ୍ରିଟିଙ୍କ ଫଟୋ ପୋଷ୍ଟ କରିଛନ୍ତି । ଦେଖନ୍ତୁ ସିନାଙ୍କ ଦ୍ୱାରା ସେୟାର କରାଯାଇଥିବା ଅନ୍ୟ ପୋଷ୍ଟ୍ ।

Show More

Related Articles

Back to top button