Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ଅପରାହ୍ନ ୪ଟାରୁ ବନ୍ଦ ରହିବ ଜଗା ଦର୍ଶନ

ଆସନ୍ତାକାଲି ଅପରାହ୍ନ ୪ଟାରୁ ଜଗା ଦର୍ଶନ ବନ୍ଦ ରହିବ । ମାର୍ଗଶୀର ମାସ କୃଷ୍ଣ ପଞ୍ଚମୀ ତିଥିରେ କାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଯାହା ଫଳରେ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ସଧାରଣ ଭକ୍ତ ।

Show More

Related Articles

Back to top button