ଖେଳ

ଆଇପିଏଲ-୨୦୨୧ : ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ଆଜି ଆଇପିଏଲ-୨୦୨୧ର ଫାଇନାଲ ଲଢେଇ । ଏହି ମ୍ୟାଚରେ ଦେଖିବାକୁ ମିଳିବ କଡା ଟକ୍କର । ଆଜି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ । ଆଜିର ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଉଭୟ ଦଳ ଆଜି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି ।

Show More

Related Articles

Back to top button