Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଥମୁନି କରୋନା, ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ସଂକ୍ରମିତ ଚିହ୍ନଟ

ଦେଶରେ ବିଭିନ୍ନ ସ୍ଥାନରେ ଆଜିଠୁ ଆରମ୍ଭ ହୋଇଛି ଲକଡାଉନ୍ । ସଂକ୍ରମଣର ଚେନ୍ ବ୍ରେକ୍ କରିବାକୁ ତାଲାବନ୍ଦର ନିଷ୍ପତ୍ତି । ଏପଟେ କମିବାର ନାଁ ନଉନି ସଂକ୍ରମଣ । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୮୦ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୭୮୦ ଟପିଛି । ଯାହାକି ପୂର୍ବ ଅଙ୍କ ତୁଳନାରେ କମ୍ ରହିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୦୬ ଲକ୍ଷ ୬୫ହଜାର ୧୪୬ରେ ପହଞ୍ଚିଛି । ବର୍ତ୍ତମାନ ଆକ୍ଟିଭ କେସ୍ ୩୪ ଲକ୍ଷ ୮୭ ହଜାର ୨୨୯ ରହିଛି ।

Show More

Related Articles

Back to top button