ସ୍ୱାସ୍ଥ୍ୟ

ଆୟୁର୍ବେଦରେ କୁହାଯାଇଛି ଏଇ ସବୁ ଜିନିଷକୁ ଏକାସହିତ ଖାଇବା ଛୋଟ ପିଲାମାନଙ୍କ ପାଇଁ ହୋଇପାରେ କ୍ଷତି କାରକ

ସୁସ୍ଥ ଖାଦ୍ୟ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ଠିକ ଭାବରେ ତାହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷଣ ମିଳିଥାଏ

କିଛି ଖାଦ୍ୟ ଶରୀର ପାଇଁ ହିତକର ହୋଇଥାଏ କିନ୍ତୁ ତାହାକୁ ଏକାସାଙ୍ଗରେ ଖାଇବା ଦ୍ୱାରା କ୍ଷତି ମଧ୍ୟ ହୋଇଥାଏ,ବିଶେଷ କରି ଛୋଟ ପିଲାମାନଙ୍କ ପାଇଁ l

* ଆୟୁର୍ବେଦ ଅନୁସାରେ ଦହି ଓ ଫଳ ଏକା ସହିତ ଖାଇବା ଦ୍ୱାରା ପାଚନ ତନ୍ତ୍ର ଖରାପ ହୋଇଯାଇଥାଏ l ଏହା ଛୋଟ ପିଲାଙ୍କ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ l ଏହାଦ୍ୱାରା ଥଣ୍ଡା ,କାଶ ଓ କଫ ସୃଷ୍ଟି ହୋଇଥାଏ l

* ଛୋଟ ପିଲାଙ୍କୁ ଜଳଖିଆରେ ବ୍ରେଡ ଓ ଜାମ ଖୁବ ପସନ୍ଦ ଅଟେ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଖାଦ୍ୟ ଛୁଆଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ l ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ଅଚାନକ ବଢି ଯାଇଥାଏ l ଯାହାଦ୍ୱାରା ପିଲ୍ଲାଙ୍କୁ ଥକା ଲାଗିଥାଏ ଓ ସେମାନଙ୍କେ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ l

* ମାଂସ ସହିତ କେବେବି ଷ୍ଟାର୍ଚ୍ଚ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ l ଯେପରିକି ଆଳୁ ,ପାସ୍ତା ଓ ବ୍ରେଡ ଇତ୍ୟାଦି l ଏହାକୁ ଏକା ସହିତ ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇ ନଥାଏ l ପିଲାମାନେ ଏକାସହିତ ପ୍ରୋଟିନ ଓ ଷ୍ଟାର୍ଚ୍ଚ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ l

* ଅଧିକାଂଶ ସମୟରେ ମା ମାନେ ଛୁଆ ମାନଙ୍କୁ କଦଳୀ ଓ କ୍ଷୀର ଏକାସାଙ୍ଗରେ ଖାଇବାକୁ ଦେଇଥାନ୍ତି l ଯାହା ଆୟୁର୍ବେଦ ଅନୁସାରେ ସମ୍ପୂର୍ଣ ଭୁଲ ଅଟେ ,ଏହା ଉତେଜିତ ପଦାର୍ଥକୁ ଅଧିକ ଉତେଜିତ କରିଥାଏ l ଯାହାଦ୍ୱାରା ମସ୍ତିସ୍କ ଧୀରେ ଧୀରେ ସ୍ଥିର ହୋଇ ଯାଇଥାଏ l

I have got you book marked to check out new things you post…. cialis tablets For the reason that the admin of this web page is working, no uncertainty very soon it will be well-known, due to its quality contents.

Show More

Related Articles

Back to top button