ଜୀବନଚର୍ଯ୍ୟା

ଯଦି ଆପଣଙ୍କ ସ୍ଣରଣ ଶକ୍ତି ଠିକ୍ ରହୁନାହିଁ : ତେବେ ଘରର ବାସ୍ତୁ ସହିତ ଯୋଡି ହୋଇଥିବା ଏହି ସମସ୍ୟା ଗୁଡିକ ଉପରେ ନଜର ରଖନ୍ତୁ

ଦୈନଦିନ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ସାଧାରଣ ହୋଇ ଗଲାଣି କିନ୍ତୁ ଲୋକ ମାନଙ୍କୁ ନିଜ କଥା ମାନେ ନଥାଏ l ଯେପରିକି କିଛି ସମୟ ପୂର୍ବରୁ କଣ ଭାବୁଥିଲେ ଓ କଣ କାମ କରିବାକୁ ଚାହୁଁଛନ୍ତି ସବୁକିଛି ଭୁଲି ଯାଆନ୍ତି

ବ୍ୟସ୍ତ ରହିବ କାରଣରୁ ଏପରି ହେବ ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟ ବାସ୍ତୁଦୋଷ କାରଣରୁ ମଧ୍ୟ ଏପରି ହୋଇଥାଏ l ଆଜି ଆମେ ଆପଣଙ୍କୁ ଏହିଭଳି ବସ୍ତୁ ଦୋଷ ଓ ତାର ଉପାୟ ବିଷୟରେ କହିବାକୁ ଚାହୁଁଛୁ l

* ଘରର ଉତର ପୂର୍ବ ଦିଗରେ ଭୁଲରେ ମଧ୍ୟ ନାଲି କିମ୍ବା ଗୋଲାପୀ ରଙ୍ଗର ପ୍ରୟୋଗ କରିବା ଉଚିତ ନୁହେଁ ଓ ଏଠାରେ ପୁରୁଣା ଖବର କଗଜ କିମ୍ବା ଡଷ୍ଟବିନ ରଖିବା ବିଲକୁଲ ରଖିବା ଉଚିତ ନୁହେଁ l

* ଘରର ଉତର ପୂର୍ବ ଦିଗରେ ରୋଷେଇ ଘର ରହିବ ଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇପାରେ l ଏହି ଦିଗ ସିଧା ସଳଖ ଆପଣଙ୍କ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ l ଘରର ଉତର ପୂର୍ବ ଦିଗ ସଫା ସୁତୁରା ରହିବ ବଶ୍ୟକ l

* ଉତର ପୂର୍ବ ଦିଗ ସର୍ବଦା ସମତଳ ଅବସ୍ଥାରେ ରହିବ ଉଚିତ l ଏହି ଦିଗରେ କୌଣସି ପ୍ରକାରର ବାଧା ରହିବା ଉଚିତ ନୁହେଁ ଏବଂ ଏହି ସ୍ଥାନ ସମ୍ପୂର୍ଣ ଭାବରେ ଖୋଲା ଓ ପବନ ଯୁକ୍ତ ହେବ ଆବଶ୍ୟକ l

* ଯଦି ଆପଣଙ୍କର ଭୁଲିବାର ସମସ୍ୟା ଦୂର ହେଉ ନାହିଁ ତେବେ ଠିକ ହେବ ଯେ ଉତର ପୂର୍ବ ଦିଗରେ ଓଁକାର କିମ୍ବା ସ୍ୱସ୍ତିକ ଚିହ୍ନ ସ୍ଥାପନା କରିବା ବଶ୍ୟକ l ଏହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସହିତ ଯୋଡିକି ରଖିବା l

* ଉତର ପୂର୍ବ ଦିଗରେ ପୁରୁଣା ବସ୍ତୁ କିମ୍ବା ଏପରି ଜିନିଷ ଭୁଲରେ ମଧ୍ୟ ପ୍ରୟୋଗ କରନ୍ତୁ ନାହିଁ କିମ୍ବା ରଖନ୍ତୁ ନାହିଁ l ଯଦି ଏପରି କିଛି ଜିନିଷକୁ ରଖୁଛନ୍ତି ତେବେ ଆପଣ ନିଜ ଅତୀତକୁ ଚାହିଁଲେବି ଭୁଲି ପାରିବେନି ଓ ସର୍ବଦା ଚିନ୍ତା ଗ୍ରସ୍ତ ହୋଇ ରହିବେ l

Show More

Related Articles

Back to top button