Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦ କୋଟି ୫୮ ଲକ୍ଷ ୮୦ ହଜାର ୨୨୨ରେ ପହଁଞ୍ଚିଲା ମୋଟ କରୋନା ସଂକ୍ରମିତ ସଂଖ୍ୟା

କରୋନାରେ ଆଜି ଯାଏଁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭ ହଜାର ୩୬ରେ ପହଂଚିଥିବା ବେଳେ୧୦ କୋଟି ୫୮ ଲକ୍ଷ ୮୦ ହଜାର ୨୨୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ।

କରୋନାରେ ଆଜି ଯାଏଁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭ ହଜାର ୩୬ରେ ପହଂଚିଥିବା ବେଳେ୧୦ କୋଟି ୫୮ ଲକ୍ଷ ୮୦ ହଜାର ୨୨୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୭ କୋଟି ୭୬ ଲକ୍ଷ ୪୯ ହଜାର ୪୪୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୯ ଲକ୍ଷ ୨୩ ହଜାର ୭୪୩ ଜଣ ଲୋକ ସକ୍ରିୟ ଅଛନ୍ତି ।

Show More

Related Articles

Back to top button