Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦ କୋଟି ୯୦ ଲକ୍ଷ ୮୫ ହଜାର ୩୯୦ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱବ୍ୟାପୀ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨୪ ଲକ୍ଷ ଅତିକ୍ରମ କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ଆଡ଼କୁ ମୁହାଁଉଛି । ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୮୧ ଲକ୍ଷ ୯୪ ହଜାର ୬୨୫କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୯୫ ହଜାର ୯୯୫ ଜଣଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱବ୍ୟାପୀ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨୪ ଲକ୍ଷ ଅତିକ୍ରମ କରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ଆଡ଼କୁ ମୁହାଁଉଛି । ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୮୧ ଲକ୍ଷ ୯୪ ହଜାର ୬୨୫କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୯୫ ହଜାର ୯୯୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୮୧ ଲକ୍ଷ ୫୦ ହଜାର ୩୪ ଲୋକ ସୁସ୍ଥ ହୋଇଥିବା ବେଳେ ୯୫ ଲକ୍ଷ ୪୮ ହଜାର ୫୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୯ ହଜାର ୫୫୫ ଜଣ ଗୁରୁତର ଅଛନ୍ତି ।

ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୦ କୋଟି ୯୦ ଲକ୍ଷ ୮୫ ହଜାର ୩୯୦ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୩ ହଜାର ୯୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୮ କୋଟି ୧୨ ଲକ୍ଷ ୫୯ ହଜାର ୧୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୫୪ ହଜାର ୧୨୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୮ ହଜାର ୬୮୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Show More

Related Articles

Back to top button