Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

କରୋନା ଭାଇରସଜନିତ ମହାମାରୀ ଯୋଗୁଁ ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୬୨ ହଜାର ୯୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୯୯ ଲକ୍ଷ ୬୭ ହଜାର ୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୯୫ ହଜାର ୯୦୮ ଜଣ ଲୋକ ସକ୍ରିୟ ଅଛନ୍ତି ।

କରୋନା ଭାଇରସଜନିତ ମହାମାରୀ ଯୋଗୁଁ ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୬୨ ହଜାର ୯୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୯୯ ଲକ୍ଷ ୬୭ ହଜାର ୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୯୫ ହଜାର ୯୦୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧ ହଜାର ୫୬୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ୨ କୋଟି ୭୮ ଲକ୍ଷ ୯୦ ହଜାର ୩୯୩କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୮୨ ହଜାର ୭୩୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୭୮ ଲକ୍ଷ ୯ ହଜାର ୧୮୦ ଜଣ ସୁସ୍ଥ ହୋଇଥିବା ବେଳେ ୯୫ ଲକ୍ଷ ୯୮ ହଜାର ୪୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୧ ହଜାର ୪୮ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button