ଓଡ଼ିଶାମୁଖ୍ୟ ଖବର

ବର୍ଷା ପାଇଁ ଟ୍ୱିନସିଟିରେ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜଓ୍ୱାଦ । ତଥାପି ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହାର ପ୍ରଭାବରେ କଟକ, ଭୁବନେଶ୍ବରକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଘ ବିଭାଗ ।

ଖାସ କରି ଆଜି ଓ କାଲି ଟ୍ୱିନସିଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ।

Show More

Related Articles

Back to top button