ବଲିଉଡମନୋରଞ୍ଜନ

ରିଲିଜ ହେଲା ଓଃ ମାଇ ଗଡ ୨ ଫିଲ୍ମର ଫାର୍ଷ୍ଟ ଲୁକ୍

ରିଲିଜ ହୋଇଛି ଓଃ ମାଇ ଗଡ ୨ ଫିଲ୍ମର ଫାର୍ଷ୍ଟ ଲୁକ୍ । ଫିଲ୍ମର ହିରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟ ଭଗବାନ ଶିବଙ୍କ ରୂପରେ ନଜର ଆସିବେ । ସେ ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନା କର ସକେ ଶିବ କରେ ସୋ ହୋଏ । ପୂର୍ବଥର ପରିି ଏଥର ମଧ୍ୟ ଆମେ ଏକ ମହତ୍ୱପୂର୍ଣ୍ଣ ସାମାଜିକ ବିଷୟ ନେଇ ଆସିଛୁ । ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ବୋଲି ଅକ୍ଷୟ କୁମାର କହିଛନ୍ତି ।

Show More

Related Articles

Back to top button