ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରତିଦିନ ରୋଜ୍ ଟି ପିଇ ତ୍ୱଚାକୁ ରଖନ୍ତୁ ଉଜ୍ୱଳ

ଶୀତଦିନେ ମୁଖ୍ୟତଃ ଶରୀର ଡ୍ରାଏ ହୋଇଥାଏ । ଏହିଦିନ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ଏପରି ପରିସ୍ଥିତିରେ ରୋଜ୍ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆପଣ ଏହାକୁ ସହଜରେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ତେବେ ପ୍ରତିଦିନ ସକାଳେ ରୋଜ୍ ଟି ପିଇଲେ ଚେହେରାର ଚମକ ଆସିବା ସହିତ ଉଜ୍ଜ୍ୱଳ ରହିଥାଏ ।

ଏହି ଉପାୟରେ ରୋଜ୍ ଗ୍ରୀନ୍ ଟି କିପରି ପ୍ରସ୍ତୁତ କରିବେ-

ପ୍ରଥମେ ଆପଣ ଚା’ ପ୍ରସ୍ତୁତ କରନ୍ତୁ ଏହି ସାଧା ଚା’ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନ ନେଇ ଏଥିରେ ଗୋଲାପ ଫୁଲର ପାଖୁଡା ମିଶାଇ ଚା’ ପ୍ରସ୍ତୁତ କରନ୍ତୁ । ଏହା ପରେ ୨ ଟି ଚା’ ବ୍ୟାଗ୍ ନେଇ ଗରମ ଚା’ରେ ରଖନ୍ତୁ, ରୋଜ୍ ଗ୍ରୀନ୍ ଟି ପ୍ରସ୍ତୁତ ହେବା ପାଇଁ ସମୟ ଦିଅନ୍ତୁ । ଗୋଲାପ ଜଳ ଏବଂ ମହୁ ଭଲ ଭାବେ ମିଶାନ୍ତୁ । ଭଲ ଭାବେ ମିଶ୍ରଣ ହୋଇଯିବା ପରେ ପରିବେଷଣ କରନ୍ତୁ ଏବଂ ଉପଭୋଗ କରନ୍ତୁ ।

Show More

Related Articles

Back to top button