Breaking PLUSଖେଳମୁଖ୍ୟ ଖବର

ଆଇପିଏଲ ଟକ୍କର: ମୁହାଁମୁହିଁ ହେବେ ଦିଲ୍ଲୀ-ରାଜସ୍ଥାନ

ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ ଏବଂ ରାଜସ୍ଥାନ । ଏହି ମ୍ୟାଚରେ କଡା ମୁକାବିଲା ଦେଖିବାକୁ ମିଳିବ । ଏହି ଆଇପିଏଲରେ ଦୁଇଥର ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ମାତ ଦେଇଥିଲା ରାଜସ୍ଥାନ । ତେବେ ଏହି ମ୍ୟାଚରେ ଉଭୟ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ।

ଦିଲ୍ଲୀ ଚଳିତ ଆଇପିଏଲରେ ୯ଟି ମ୍ୟାଚ ଖେଳି ୭ଟି ବିଜୟ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ୮ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

Show More

Related Articles

Back to top button