Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣମୁଖ୍ୟ ଖବର

ମୂର୍ତ୍ତି ଉଚ୍ଚତା କମିବ!

ପୂଜା ସୁଦ୍ଧା ନିଷ୍ପତି

କରୋନା ସଂକ୍ରମଣକୁ ଦେଖି  ପାର୍ବଣରେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ଏବଂ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ ନିର୍ଦେଶ ଦେଇଥିଲେ ସରକାର | ସରକାରଙ୍କ ଏହି ନିର୍ଦେଶକୁ ପୂଜା କମିଟି ଗୁଡିକ ବିରୋଧ କରିବା ସହ  କଟକଣା କୋହଳ କରିବା ପାଇଁ ଦାବି କରିଥିଲେ |

ଏ ନେଇ ସରକାର ଏବଂ ପୂଜା କମିଟି ମଧ୍ୟରେ ଆଜି ହୋଇଥିବା ବୈଠକରେ ଆଗାମୀ ୨ଦିନ ମଧ୍ୟରେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି | ବୈଠକ ଶେଷ ହେବା ପରେ କଟକ ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ କହିଛନ୍ତି ୨ ଦିନ ମଧ୍ୟରେ ସରକାର ମୂର୍ତ୍ତିର ଉଚ୍ଚତା ଏବଂ ପରଦା ଉଚ୍ଛେଦକୁ ନେଇ ନିଷ୍ପତ୍ତି ନେବେ । ଆଉ ଏହି ନିଷ୍ପତି ପୂଜା ସୁଦ୍ଧା ନିଆଯିବ ବୋଲି ଜଣାପଡିଛି ।

Show More

Related Articles

Back to top button