Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ

କରୋନା ସଂକ୍ରମଣକୁ ନେଇ ଏବେ ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ । ସପ୍ତାହର ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଶ୍ରୀମନ୍ଦିର ସେବାୟତ ମାନଙ୍କ ଆଜିଠାରୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ ।

କରୋନା ସଂକ୍ରମଣକୁ ନେଇ ଏବେ ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ । ସପ୍ତାହର ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଶ୍ରୀମନ୍ଦିର ସେବାୟତ ମାନଙ୍କ ଆଜିଠାରୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ ।
ପୁରୀରେ ପୂର୍ବରୁ ଅନେକ ଥର ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ସେମାନଙ୍କ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ହୋମିଓପ୍ୟାଥିକ ଶିବିରର ଆୟୋଜନ କରାଯାଇଥିଲା । ତେବେ ଶ୍ରୀମନ୍ଦିର ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଟୀକାକରଣ କରାଯାଉଥିଲେ ମଧ୍ୟ କରୋନାର ଲେଉଟାଣୀକୁ ନେଇ ଆଜିଠାରୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ କୋଭିଡ୍ ଆରଟିପିସିଆର ଟେଷ୍ଟ ଆରମ୍ଭ ହେବ । ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ୟ୍ୟନ୍ତ କୋଭିଡ୍ ଟେଷ୍ଟ ହେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button