ଓଡ଼ିଶା

କୋଭିଡ କଟକଣାରେ ପାଳନ ହେବ ଜାଗର

ହେବ ନାହିଁ ମେଳା କି ଗହଳି

କେତେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂଜାପର୍ବ କିମ୍ବା ଅନ୍ୟାନ୍ୟ ସମାବେଶକୁ କୋଭିଡ ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପାଳନ କରାଯାଉଛି। ଆସନ୍ତା ୧୧ ତାରିଖରେ ଜାଗର। ଏଥିପାଇଁ ଆଜି ଠାରୁ ଶୈବ ପୀଠମାନଙ୍କରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଏହା ପାଳନ କରାଯିବା ନେଇ ଏସଆରସିଙ୍କ ପକ୍ଷରୁ ସ୍ୱତନ୍ତ୍ର ନିୟମ ଓ କଟକଣା ଲାଗୁ କରାଯାଇଛି।

 

ଚଳିତ ବର୍ଷ ଜାଗର ଦିନ ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ବସିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନଙ୍କୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ରାଜଧାନୀସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ କରୋନା କଟକଣା ମଧ୍ୟରେ ଜାଗର ପାଳନ କରାଯିବ। ଏଥିପାଇଁ ଆଜି ଠାରୁ ମନ୍ଦିରର ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି।

In addition, Cialis is approved to treat symptoms caused by benign prostatic hyperplasia BPH. They can also include having a weak flow of urine or being unable to fully empty your bladder. Generic Revatio While you can take Cialis just as needed for ED treatment, another option is to take a low dose of the drug regularly each day.

Show More

Related Articles

Back to top button