Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୨ ହଜାର ୮୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା କାୟା ଧୀରେ ଧୀରେ ଖସିବାରେ ଲାଗିଛି । ତ୍ୱରାନ୍ୱିତ ହୋଇଛି ଟିକାଦାନ ଅଭିଯାନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୮୯୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୯୦ହଜାର ୧୮୩କୁ ବୃଦ୍ଧି ପାଇଛି ।

ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୭ହଜାର ୮୨୪ ସଂକ୍ରମିତ । ଏଯାଏ ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୪ଲକ୍ଷ ୮୦ହଜାର ୪୫୫ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୯୭. ପ୍ରତିଶତ । ଏବେ ୧ଲକ୍ଷ ୫୫ହଜା ୨୫ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଦେଶରେ ଦୈନିକ ମୃତ୍ୟୁହାର କମିଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୦୭ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର ୭୦୩ ରହିଛି ।

Show More

Related Articles

Back to top button