Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୧୩ହଜାର ୭୮୮ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ କରୋନା କାୟା ଧୀରେ ଧୀରେ ହ୍ରାସ ପାଉଛି । ଟିକାକରଣ ଭିତରେ କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୭୮୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୭୧ହଜାର ୭୭୩କୁ ବୃଦ୍ଧି ପାଇଛି ।

ଦେଶରେ ହ୍ରାସ ପାଇଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୪୫ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୨ହଜାର ୪୧୯ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୪%।

କରୋନା ସୁସ୍ଥହାର ବଢୁଛି । କମୁଛି ଆକ୍ଟିଭ୍ କେସ୍ । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୪ହଜାର ୪୫୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଯାଏ ସୁସ୍ଥ ହୋଇଛନ୍ତି ୧କୋଟି ୨ଲକ୍ଷ ୧୧ହଜାର ୩୪୨ ଆକ୍ରାନ୍ତ । ସୁସ୍ଥହାର ୯୬.୫୯% ରହିଛି । ଏବେ ଦେଶରେ ୨ଲକ୍ଷ ୮ହଜାର ୧୨ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button