Breaking PLUS

ବଜେଟ ଅଧିବେଶନର ତୃତୀୟ ଦିନ : ଗୃହରେ ପ୍ରବଳ ହଟ୍ଟଗୋଳ

ବଜେଟ୍ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହ ପୁଣି ଚାଲି ପାରିନାହିଁ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଫ୍ଲାକାର୍ଡ ଦେଖାଇ ଉଭୟ ଦଳର ବିଧାୟକ ଗୃହରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ବିଧାନସଭାକୁ ୧୧ଟା ୩୦ ଯାଏ ମୁଲକବି ଘୋଷଣା କରିଛନ୍ତି ।

ଗତକାଲି ମଧ୍ୟ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗୃହକୁ ବାଚସ୍ପତି ବାରମ୍ବାର ମୁଲତବି କରିବା ସହ ସର୍ବଦଳୀୟ ବୈଠକ ବସିଥିଲା । ବାଚସ୍ପତିଙ୍କ ରୁଲିଂ ଅନୁସାରେ ଆଜି ସମବାୟ ମନ୍ତ୍ରୀ ମଣ୍ଡିରୁ ଧାନ ଉଠିବା ନେଇ ଗୃହରେ ବିବୃତି ରଖିଥାନ୍ତେ । ତେବେ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଲୋଚନା ହୋଇ ପାରିନାହିଁ ।

ଗୃହର ସମସ୍ତ କାର୍ଯ୍ୟ ବାତିଲ୍ କରି ୧୧୧ (ବି) ଅନୁସାରେ ମୋସନ୍ ଆକାରରେ ଚାଷୀ ପ୍ରସଙ୍ଗ ଗୃହରେ ଆଲୋଚନା କରାଯାଉ ବୋଲି ବିଜେପି ବିଧାୟକ ମୋହନ ମାଝି ଦାବି କରିଛନ୍ତି । ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକରେ ଟୋକନ ସମସ୍ୟା ଯୋଗୁଁ ଧାନ ମଣ୍ଡିରୁ ଉଠି ନପାରିବାରୁ ଚାଷୀ ଆତ୍ମହତ୍ୟା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

Furthermore, there are plenty of helpful user reviews and comments posted on the web, but read on…. The first concern we found was more than a few users reporting some adverse reactions. viagra malaysia Although I have all of the side effects.

The lounge car on the Spirit of Queensland tilt train. viagra tablets Phone 07 Email reservations crisps.

Show More

Related Articles

Back to top button