Breaking PLUSଓଡ଼ିଶାମୁଖ୍ୟ ଖବର

ପବିତ୍ର ଶ୍ରୀପଞ୍ଚମୀ ଅବସରରେ ପୁରୀରେ ଆଜି ହେବ ରଥକାଠ ଅନୁକୂଳ

ଆଜି ପବିତ୍ର ଶ୍ରୀପଞ୍ଚମୀ । ଏହି ଅବସରରେ ଆଜି ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ରଥକାଠ ଅନୁକୂଳ ହେବ । ତିନୋଟି ରଥ ପାଇଁ ଆଜି କାଠ ଅନୁକୂଳ କରି ପୂଜାର୍ଚ୍ଚନା କରାଯିବ ।

ଆଜି ପବିତ୍ର ଶ୍ରୀପଞ୍ଚମୀ । ଏହି ଅବସରରେ ଆଜି ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ରଥକାଠ ଅନୁକୂଳ ହେବ । ତିନୋଟି ରଥ ପାଇଁ ଆଜି କାଠ ଅନୁକୂଳ କରି ପୂଜାର୍ଚ୍ଚନା କରାଯିବ ।

ଧଉରା କାଠକୁ ଶ୍ରୀମମନ୍ଦିର ରଥଖଳାରେ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ବ୍ରାହ୍ମଣମାନେ କାଠକୁ ବନ୍ଦାପନା କରି ପୂଜା କରିବେ । 3 ରଥ ପାଇଁ ଆବଶ୍ୟକୀୟ କାଠ ରଥଖଳାରେ ରଖାଯିବା ପରେ ରାମନବମୀରେ ରଥକାଠ ଚିରଟ କରାଯିବ । ସେହିପରି ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ।

Show More

Related Articles

Back to top button