ସ୍ୱାସ୍ଥ୍ୟ

ଏହି ସବୁ ଜିନିଷ ଖାଇବା ଦ୍ୱାରା ଦୂର ହୋଇଥାଏ ଫ୍ୟାଟି ଲିଭର ସମସ୍ୟ

ଆସନ୍ତୁ ଜାଣିବା କଣ ସେସବୁ-

ଲିଭରରେ ଫ୍ୟାଟ ହେବା ଗୋଟିଏ ସାମାନ୍ୟ ସମସ୍ୟା ଅଟେ ,କିନ୍ତୁ ଏହା ଏକ ନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ l ଯେତେବେଳେ ଆପଣଙ୍କ ଲିଭରର ଓଜନ ୫ରୁ ୧୦ ପ୍ରତିଶତଷ ଅଧିକ ହୋଇ ଯାଇଥାନ ସେତେବେଳେ ଏହାକୁ ଫ୍ୟାଟି ଲିଭର କୁହାଯାଇ ଥାଏ l ଫାୟତୀ ଲିଭର ଏକ ପ୍ରକାରର ରୋଗ ଭାବରେ ଜଣାଶୁଣା ,ଏହି ପ୍ରକାରର ଲିଭର ଦୁଇ ପ୍ରକାରର ଦେଖିବାକୁ ମିଳିଥାଏ l ଗୋଟିଏ ହେଲା ଆଲକୋହଲ ଫ୍ୟାଟି ଲିଭର ଓ ଅନ୍ୟଟି ହେଲା ନନ ଆଲକୋହଲ ଫ୍ୟାଟି ଲିଭର l ପ୍ରଥମ ପ୍ରକାରର ଫ୍ୟାଟି ଲିଭର ଅଧିକ ମାତ୍ରାରେ ମଦ ସେବନ କରିବା ଦ୍ୱାରା ହୋଇଥାଏ ଓ ଦ୍ଵିତୀୟ ପ୍ରକାରର ଫ୍ୟାଟି ଲିଭର ଅନ୍ୟ କାରଣରୁ ହୋଇଥାଏ l

ଏହି ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛିଟା ଘରୋଇ ଉପାୟକୁ ଅବଲମ୍ବନ କରିବା ପାଇଁ ଗବେଷକ ମାନେ କହିଛନ୍ତି l ଯାହା ଆମ ପାକସ୍ଥଳୀକୁ ସୁସ୍ଥ ରଖିବା ଓ ଆମକୁ ରୋଗରୁ ନିବୃତ ରଖିବ l

* ଲେମ୍ବୁ ଭିଟାମିନ-ସି ଓ ଅଣ୍ଟିଆକ୍ସିଡେଣ୍ଟରେ ଭରପୁର ହୋଇଥିବା କାରଣରୁ ଲିଭରକୁ ଗ୍ଲୁଟାଥିୟନ ତିଆରି କଳରିବାରେ ସାହାଯ୍ୟ କରିଥାଏ l ଏହି ଏଞ୍ଜାଇମ ଲିଭରରେ ବିଷାକ୍ତ ପଦାର୍ଥର ପ୍ରଭାବର ପଡ଼ିବାକୁ ଦିଏ ନାହିଁ l

* ଆପଣ ଗୋଟିଏ ଲେମ୍ବୁକୁ ନେଇ ଏକ ଗ୍ଲାସ ପାଣିରେ ଚିପୁଡ଼ି ଦିନକୁ ଦୁଇଥର ଖାଇବା ପରେ ପିଅନ୍ତୁ ଦେଖିବେ ଫ୍ୟାଟି ଲିଭୟର ସମସ୍ୟା ଧୀରେ ଧୀରେ କମ ହୋଇଯିବ l

* ଗ୍ରୀନ ଟି ନନ ଆଲକୋହଲ ଫ୍ୟାଟି ଲିଭର ରୋଗୀ ମାନଙ୍କ ପାଇଁ ଅତ୍ୟନ୍ତ ହିତକର ଅଟେ l ଏହା ଲିଭରକୁ ଅନେକ ସଂକ୍ରମରୁ ରକ୍ଷା କାଋଥଯା ଓ ଲିଭରର କାର୍ଯ୍ୟ ପ୍ରଣାଳୀରେ ସୁଧାର ଆଣିଥାଏ l ଫାୟାଟି 2ଲିଭର ସମସ୍ୟାରୁ ଦୁରେଇ ରାଘିବ ପାଇଁ ନିୟମିତ ଭାବରେ ଗ୍ରୀନ ଟି ପିଅନ୍ତୁ l

* ହଳଦୀ ପ୍ରାକୃତିକ ଭାବରେ ବିଭିନ୍ନ ପ୍ରକାରର ରୋଗର ଉପଚାର ପାଇଁ ଆବଶ୍ୟକ ବୋଲି ଗବେଷକ ମାନେ ମତ ଦେଇଛନ୍ତି l ହଳଦୀରେ ଏକ ମୂଲ୍ୟବାନ ଆଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ଆପଣଙ୍କୁ ସ୍ୱାଭାବିକ ଭାବରେ ସୁସ୍ଥ ରଖିବା l ଗୋଟିଏ ଚାମଚ ହଳଦୀରେ ଏକ ଗ୍ଲାସ ପାଣି ମିଶାଇ ଦିନକୁ ୩ଥର ପିଅଵା ଦ୍ୱାରା ଫ୍ୟାଟି ଲିଭର ସମସ୍ୟା ଦୂର ହୋଇଥାଏ l

* ଅମୃତ ଭଣ୍ଡା ଏଭଳି ପୋଷକତତ୍ୱରେ ଭରପିପୁର ଅଟେ ଯେ ଯାହାଦ୍ୱାରା ଫ୍ୟାଟି ଲିଭର ସମସ୍ୟା ଦୂର ହୋଇଥାଏ l ଯଦି ଆପଣ ପ୍ରତେକ ଦିନ ମହୁ ସହିତ ଖଣ୍ଡିଏ ଅମୃତ ଭଣ୍ଡା ଖାଇବେ ତେବେ ଏହି ସମସ୍ୟାରୁ ଦୁରେଇ ରହି ପାରିବେ l

Show More

Related Articles

Back to top button