Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର

ଭିଜିଲାନ୍ସ ପଞ୍ଝାରେ ଡେପୁଟି ରେଞ୍ଜର। ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି ।

ଭିଜିଲାନ୍ସ ପଞ୍ଝାରେ ଡେପୁଟି ରେଞ୍ଜର। ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି ।

ଏକକାଳୀନ ୫ଟି ଜାଗାରେ ଚାଲିଛି ଚଢାଉ । ବଲାଙ୍ଗିର ସାଗରପଡା ବାସଭବନ, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, ରେଞ୍ଜ କାର୍ୟ୍ୟାଳୟ ସମେତ ସୋନପୁର ମଝିପଡା ପେତୃକ ବାସଭବନରେ ଚଢାଉ କରାଯାଉଛି । ବଲାଙ୍ଗୀର ସାଗରପଡ଼ା ଘରୁ ଦୁଇ ମହଲା ବିରାଟ ଅଟଳିକରୁ ନଗଦ ୧୫ହଜାର ଟଙ୍କା, ସୁନା ଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତାଙ୍କ ଚାକିରୀ କାଳରେ ଅସାଧୁ ଉପାୟରେ ସମ୍ପତ୍ତି ଠୁଳ କରାଯାଇଥିବା ଅଭିଯୋଗ ରହିଛି ।

Show More

Related Articles

Back to top button