ଦେଶ ବିଦେଶସ୍ୱତନ୍ତ୍ର

ଗାଡି କିଣା ପଡିବ ମହଙ୍ଗା!

ନୂତନ ଗାଡି କିଣିବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ କିଣନ୍ତୁ । କାରଣ ସେପ୍ଟେମ୍ବର 1 ରୁ ଚାରି ଚକିଆ କିମ୍ବା ଦୁଇ ଚକିଆ ଯାନ କିଣିବା ପାଇଁ ଆପଣଙ୍କୁ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ । ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ନୂତନ ଗାଡି କିଣିବା ପାଇଁ , ସେପ୍ଟେମ୍ବର ୧ ରୁ ଡାଉନ ପେମେଣ୍ଟ ରେ ଅଧିକ ଦେୟ ଦେବାକୁ ପଡିବ । ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ସେପ୍ଟେମ୍ବର ପରେ ନୂତନ ଗାଡି କିଣିଲେ ଡ୍ରାଇଭର, ଯାତ୍ରୀ ଏବଂ ଗାଡି ମାଲିକଙ୍କୁ କଭର କରିବା ବ୍ୟତୀତ ବମ୍ପର ଇନସୁରାନ୍ସ ପ୍ରତି ପାଞ୍ଚ ବର୍ଷରେ ବାଧ୍ୟତାମୂଳକ ହେବା ଆବଶ୍ୟକ । ଏହାର ଅର୍ଥ ଡ୍ରାଇଭର, ଆରୋହୀ ଯାତ୍ରୀ ଏବଂ ଯାନ ମାଲିକଙ୍କୁ କଭର କରିବା ପରେ ବୀମାକୁ ପାଞ୍ଚ ବର୍ଷ ପାଇଁ ପୃଥକ ଭାବରେ ଯୋଡାଯିବା ଉଚିତ ।

Show More

Related Articles

Back to top button