Breaking PLUSଦେଶରାଜନୀତି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର

ଆଜି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ସେ ଆଜି ଅପରାହ୍ନ ୨.୨୦ ରେ ଶପଥ ଗ୍ରହଣ କରିବେ ବୋଲି ଖବର ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ଶପଥ ସମାରୋହରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ସିଏମ ଶିବରାଜ ସିଂ ଚୌହାନ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ସୂଚନା ରହିଛି । ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସୋମବାର ଦିନ ଅପରାହ୍ନ ୨ ଟା ସମୟରେ ଗୁଜୁରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଭୂପେନ୍ଦ୍ର ପଟେଲଙ୍କୁ ଆମନ୍ତ୍ରଣ କରିଛନ୍ତି ।

 

Show More

Related Articles

Back to top button