
ସେ ଯେତେବେଳେ ନିଜ ଜିମ୍ ରେ କାର୍ଯ୍ୟରତ ଥିଲେ ସେହି ସମୟରେ ଅସୁସ୍ତୀ ଅନୁଭବ କଲେ l ମିଳିଥିବା ସୂଚନାରୁ ଜଣାପଡିଛି ଯେ ଗାଙ୍ଗୁଲିଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସନ୍ଧ୍ୟା ସୁଦ୍ଧା ତାଙ୍କର ଏନଜିଓଗ୍ରାଫି କରିବାର ଖବର ମିଳିଛି lଗାଙ୍ଗୁଲି ଚଳିତବର୍ଷ କରୋନା ମହାମାରୀ ମଧ୍ୟରେ ଭାରତରେ କ୍ରିକେଟକୁ ଆଉ ଥରେ ଉନ୍ନତି କରାଇବା ପାଇଁ କାମ କରୁଛନ୍ତି l ଗାଙ୍ଗୁଲି ଅକ୍ଟୋବର ୨୦୧୯ ରେ BCCI ର ଅଧକ୍ଷ ପଦ ଗ୍ରହଣ କରିଥିଲେ l
ଆରମ୍ଭରେ ମାତ୍ର ୯ ମାସ ପାଇଁ ଏହି ପଦବୀରେ ରଖା ଯାଇଥିଲା ,କିନ୍ତୁ କରୋନା ସ୍ଥିତିରେ ତାଙ୍କର ଏହି କାର୍ଯ୍ୟକଳାର ସମୟକୁ ବଢ଼ାଇ ଦିଅ ଗଲା l ସେ ଭାରତର କ୍ରିକେଟ ଜଗତର ଗୋଟିଏ ସଫଳ ଟେଷ୍ଟ ଓ ଏକଦିବସୀୟ ଅଧିନାୟକ ଭାବରେ ଗଣନା ହୁଅନ୍ତି l