Breaking PLUSଓଡ଼ିଶାମୁଖ୍ୟ ଖବର

କୋଭିସିଲ୍ଡ ପରେ ରାଜ୍ୟରେ ପହଞ୍ଚିଲା କୋଭାକ୍ସିନ ଟୀକା

କୋଭିସିଲ୍ଡ ପରେ ରାଜ୍ୟରେ ପହଞ୍ଚିଲା କୋଭାକ୍ସିନ ଟୀକା । ଭୁବନେଶ୍ୱରରେ ପହଞ୍ଚିଲା ୨୦ ହଜାର ଡୋଜ କରୋନା ଟୀକା କୋଭାକ୍ସିନ ।

କୋଭିସିଲ୍ଡ ପରେ ରାଜ୍ୟରେ ପହଞ୍ଚିଲା କୋଭାକ୍ସିନ ଟୀକା । ଭୁବନେଶ୍ୱରରେ ପହଞ୍ଚିଲା ୨୦ ହଜାର ଡୋଜ କରୋନା ଟୀକା କୋଭାକ୍ସିନ ।

ଭାରତ ବାୟୋଟେକ ଓ ICMR ଦ୍ୱାରା ପ୍ରସ୍ତୁତ ଟୀକା କୋଭାକ୍ସିନ ଆଜି ଭୁବନେଶ୍ୱରରେ ପହଞ୍ଚିଛି । ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟୀକା । ପ୍ରଥମ ପର୍ଯ୍ୟାୟରେ ଆସିଲା ୨୦ହଜାର ଡୋଜ୍ । ଗତକାଲି କରୋନା ଟିକା କୋଭିସିଲ୍ଡ ଭୁବନେଶ୍ୱରରେ ପହଞ୍ଚିଥିଲା ।

Show More

Related Articles

Back to top button