ବଲିଉଡମନୋରଞ୍ଜନ

ରିଲିଜ୍ ହେଲା ପବନଦୀପ୍ ଓ ଅରୁଣିତାଙ୍କ ନୂଆ ଗୀତ

ରିଲିଜ୍ ହେଲା ପବନଦୀପ୍ ଓ ଅରୁଣିତାଙ୍କ ନୂଆ ଗୀତ । ସୋନି ଟିଭିର ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲର ଲୋକପ୍ରିୟ ଯୋଡି ପବନଦୀପ୍ ରାଜନ ଓ ଅରୁଣିତା କାଞ୍ଜୀଲାଲ୍ ଙ୍କ କଣ୍ଠରେ ରିଲିଜ ହେଲା ଲାଟେଷ୍ଟ ସଙ୍ଗ୍ ‘o saiyyoni’ । ହିମେସ ରେସମିଆଙ୍କ ଆଲବମ୍ ‘ହିମେସ୍ କି ଦିଲ୍ ସେ’ ପାଇଁ ପବନଦୀପ୍ ଏବଂ ଅରୁଣିତା ଏହି ଗୀତ ଗାଇଛନ୍ତି । ଏହି ଗୀତକୁ ହିମେସ ରେସମିଆ ଲେଖିବା ସହିତ, କମ୍ପୋଜ୍ ମଧ୍ୟ କରିଛନ୍ତି ।

Show More

Related Articles

Back to top button