Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବସ୍‌

ଭଦ୍ରକ୍ ଜିଲ୍ଲାରେ ଗତ କାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ ଗ୍ୟାରେଜ୍ ରେ ନିଆଁ ଲାଗି ଭୟାବହଃ ଅଗ୍ନିକାଣ୍ଡ ର ରୂପ ନେଇଛି । ଏହି ଅଗ୍ନିକାଣ୍ଡରେ ୪ ଟି ବସ୍ ଜଳିଯାଇଥିବାର ସୂଚନା ମିଳିଛି । ୪ ଟି ବସ୍ ସହିତ ଗୋଟିଏ କାର୍ ମଧ୍ୟ ଜଳି ଯାଇଥିବା ଜଣାପଡିଛି ।

ଏଭଳି ଅଘଟଣ ଘଟିଛି ଭଦ୍ରକ୍ ଜିଲ୍ଲା ଡାହାଣୀଗଡିଆ ଛକ ନିକଟସ୍ଥ ହରିଶଙ୍କର ଗ୍ୟାରେଜ୍ ରେ । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ବି ବସ୍ ଓ କାର୍ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି ।

Show More

Related Articles

Back to top button