Breaking PLUSଦେଶମୁଖ୍ୟ ଖବର

ପଦ୍ମ ପୁରସ୍କାରରେ ସମ୍ମାନିତ ହେବେ ଅଜିତ କୁମାର

ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଜିତ କୁମାର। ତାଙ୍କର ଉତ୍କୃଷ୍ଟ ଅଭିନୟ କ୍ୟାରିୟର ପାଇଁ ସୋମବାର ଅଭିନେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏଥିପାଇଁ ପରିବାରସହ ଦିଲ୍ଲୀ ଯାଇଛନ୍ତି ଅଜିତ।

Show More

Related Articles

Back to top button