Breaking PLUSଓଡ଼ିଶାମୁଖ୍ୟ ଖବର

ଓୟୋ ପଛପଟୁ ମିଳିଲା ମୃତଦେହ

ଭୁବନେଶ୍ବର- ଓୟୋ ରୁମ୍‌ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭରତପୁର ଥାନା ଶ୍ୟାମପୁରରେ ଏକ ଓୟୋ ରୁମ୍ ପଛପଟୁ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହ କରାଯାଉଛି । ସିସିଟିଭି ଆଧାରରେ ପୋଲିସ ଖୋଳତାଡ଼ କରୁଛି ।

Show More

Related Articles

Back to top button