Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୬୬୦ ଜଣଙ୍କ ଜୀବନ ନେଲା କରୋନା

ଦେଶବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଦେଶରେ ଖସିଲା କରୋନା ମିଟର। ଗତ ୪୪ ଦିନ ମଧ୍ୟରେ ଆଜି ୨ ଲକ୍ଷରୁ କମ୍ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୬ ହଜାର ୩୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ୩ ହଜାର ୬୬୦ ଜଣଙ୍କ ଜୀବନ ନେଇଛି କରୋନା।

ଏକହି କ୍ରମରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୭୫,୫୫,୪୫୭କୁ ବୃଦ୍ଧି ଘଟିଛି। ଏଯାଏଁ ୩,୧୮,୮୯୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଦେଶରେ ଏଯାବତ୍ ୨୩,୪୩,୧୫୨ ଆକ୍ଟିଭ୍ କେସ୍ ରହିଛି। ଏଯାଏଁ ୨,୪୮,୯୩,୪୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପର ପକ୍ଷରେ ଦେଶରେ ଏବେ ସୁଦ୍ଧା ୨୦,୫୭,୨୦,୬୬୦ ଜଣଙ୍କୁ ଭ୍ୟାକ୍ସିନ ଦିଆହୋଇଛି।

Show More

Related Articles

Back to top button