ଓଡ଼ିଶାରାଜନୀତି

୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ

ନିଯୁକ୍ତି ଦେଲେ ପାର୍ଟି ସୁପ୍ରିମୋ

ବିଜୁ ଜନତା ଦଳର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ସମସ୍ତ ୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ଅନୁଗୁଳ-ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର-ପ୍ରତାପ କେଶୋରୀ ଦେବ, ବରଗଡ଼-ସୁଧୀର ସାମଲ, ଭଦ୍ରକ-ପ୍ରଣବ ବଳବନ୍ତାରୟ, ବଲାଙ୍ଗୀର-ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼-ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି-ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ,

ଯାଜପୁର-ଅଶୋକ ପଣ୍ଡା, ଝାରସୁଗୁଡ଼ା-ସୁବାଷ ସିଂହ, କଳାହାଣ୍ଡି-ନବ ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ, କୋରାପୁଟ ଓ ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା, ମୟୁରଭଞ୍ଜ-ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ନନାଭ ବେହେରା, ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର-ନଳିନୀକାନ୍ତି ପ୍ରଧାନ, ସୋନପୁର-ପ୍ରଦୀପ ଅମାତ, ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ।

Show More

Related Articles

Back to top button