Breaking PLUSଦେଶମୁଖ୍ୟ ଖବର

ଛତିଶଗଡ଼ରେ ନକ୍ସଲଙ୍କ ଆଇଇଡି ବିସ୍ପୋରଣରେ ୨ ଯବାନ ଆହତ

ନାରାୟଣପୁର- ଛତିଶଗଡ଼ର ନାରାୟଣପୁର ଜିଲାରେ ଶୁକ୍ରବାର ପୁଣି ନକ୍ସଲଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣ କରାଯାଇଛି। ଏଥିରେ ବିଏସଏଫର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ବିଏସ୍ଏଫ୍ ଟିମ୍ ଗାରପା ଗାଁ ନିକଟ କ୍ୟାମ୍ପରୁ ପାଟ୍ରୋଲିଂ କରିବାକୁ ବାହାରିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button